ପାଟଣାଗଡ: ମହେଶ୍ବର ମୀଳପ ମଣ୍ଡପ ରେ ଅବସରପ୍ରାପ୍ତ ସୈନିକ ସଂଘ ଳ ନୂଆଖାଇ ସମାରୋହ ଅନୁଷ୍ଠିତ
ସ୍ଥାନୀୟ ମହେଶ୍ୱର ମିଲପ ମଣ୍ଡପ ରେ ଅବସରପ୍ରାପ୍ତ ସୈନିକ ସଂଘ ର ନୂଆଖାଇ ସମାରୋହ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସଂଘ ର ସଭାପତି ଶ୍ରୀ ସହଦେଵ ପୁରୋହିତ ସଭା ପରିଚାଳନା କରି ଥିବା ବେଳେ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ମେହେରସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।