Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ନବରଙ୍ଗପୁର ପୋଲିସ ଷ୍ଟେସନ: ଦୁଇ ତାରିଖରେ ଦଶହରା ପଦା ଅଞ୍ଚଳରେ ହେବ ବିଦ୍ୟୁତ କାଟ, ଟାଟା ପାୱାର କାର୍ଯ୍ୟଳୟ ପକ୍ଷରୁ ଦିଆଗଲା ସୂଚନା

ଦୁଇ ତାରିଖରେ ଦଶହରା ପଦା ଅଞ୍ଚଳରେ ହେବ ବିଦ୍ୟୁତ କାଟ, ଟାଟା ପାୱାର କାର୍ଯ୍ୟଳୟ ପକ୍ଷରୁ ଦିଆଗଲା ସୂଚନା ସହର ର no 2 ଫିଡ଼ର ଅନ୍ତର୍ଗତ ଦଶହରା ପଦା ଅଞ୍ଚଳରେ ମରାମତି କାମ ପାଇଁ ଦୁଇ ତାରିଖ ସକାଳ 10 ଟାରୁ ଦିନ 3 ଟା ପର୍ଯ୍ୟନ୍ତ ହେବ ବିଦ୍ୟୁତ କାଟ, ଏନେଇ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସୂଚନାପ୍ରଦାନ କରାଯାଇଛି, ଉକ୍ତ ଅଞ୍ଚଳର ବିଦ୍ୟୁତ ଗ୍ରାହକ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ