ପିପିଲି: କଣାସ ଗଡ଼ସାହିରେ ସ୍ୱର୍ଗତ ଦୁଃଶାସନ ଓଦଣ୍ଡରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ
Pipili, Puri | Oct 4, 2026 କଣାସ ବ୍ଲକ କୋଟକଣା ଗ୍ରାମରେ ସ୍ୱର୍ଗତ ଦୁଃଶାସନ ଓଦଣ୍ଡରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି। ଶୋକାକୁଳ ପରିବେଶରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଗ୍ରାମବାସୀ।