Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: ଖୁଂଟିଆପାଲି ଗ୍ରାମରେ ଦନ୍ତା ହାତୀ ଗଜେନ୍ଦ୍ରର ଉପଦ୍ରବ, ସ୍ଥାନୀୟ ଲୋକ ଆତଙ୍କିତ

ଦେବଗଡ ବନାଂଚଳ ସୁଗୁଡା ଫରେଷ୍ଟ ବିଟ ଅନ୍ତର୍ଗତ ଖୁଂଟିଆପାଲି ଗ୍ରାମରେ ଦନ୍ତା ହାତୀ ଗଜେନ୍ଦ୍ରର ଉପଦ୍ରବ ଦେଖାଦେଇଛି । ଗଜେନ୍ଦ୍ର ଦେହରେ ଜିପିଏସ ଖଂଜା ଯାଇଥିବା ବେଳେ ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ସହିତ ବନବିଭାଗ କର୍ମଚାରୀ ଦନ୍ତା ହାତୀ ଗଜେନ୍ଦ୍ରକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୁଂଟିଆପାଲି ଗ୍ରାମରେ ଉପଦ୍ରବ ଜାରି ରଖିଥିବା ଜଣାପଡିଛି । ଆଜି ସନ୍ଧ୍ୟା ପ୍ରାୟ ୫ ଟାରେ ହାତୀ ଉପଦ୍ରବର ଭିଜୁଆଳ ଆମାର ହସ୍ତଗତ ହୋଇଥିବା ବେଳେ ଉକ୍ତ ଅଂଚଳରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାବୀୟ ଲୋକ ଭୟଭୀତ ଅଛନ୍ତି ।

MORE NEWS