Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କୋରାପୁଟ ସହର: ପଥର ବ୍ୟବସାୟୀ ଟ୍ରେନ ଅଗରେ ଡେଇଁ ଆତ୍ମହତ୍ୟା କରିବା ଘଟଣାରେ କୋରାପୁଟ ପହଞ୍ଚିଲେ ମୃତକଙ୍କ ଭାଇ ରଖିଲେ ପ୍ରତିକ୍ରିୟା

Koraput Town, Koraput | Nov 8, 2025
ପଥର ବ୍ୟବସାୟୀ ଟ୍ରେନ ଅଗରେ ଡେଇଁ ଆତ୍ମହତ୍ୟା କରିବା ଘଟଣା କୋରାପୁଟ ପହଞ୍ଚିଲେ ମୃତକ ଏମ ଶଙ୍କରଙ୍କ ଭାଇ ଶିବା। ଭାଇକୁ ଚିହ୍ନଟ ପ୍ରକ୍ରିୟା ସରିବା ପରେ ଦିନ ୧୨ଘଣ୍ଟା ସମୟରେ ପ୍ରତିକ୍ରିୟାରେ କହିଛନ୍ତି ବ୍ୟବସାୟୀକ କ୍ଷତି ଯୋଗୁଁ କିଛି ମାସ ହେବ ଭାଇ ଚାପଗ୍ରସ୍ତ ରହୁଥିଲେ ମାନସିକ ସ୍ଥିତି ମଧ୍ୟ ଠିକ୍ ରହୁନଥିଲା ଦୁଇ ମାସ ହେବ ପରିବାର ସହ ଯୋଗାଯୋଗରେ ମଧ୍ୟ ନଥିବା ସୂଚନା ଦେଇଛନ୍ତି।

MORE NEWS