ବିଷମକଟକ: ମାଳିଗୁଡ଼ା ରେଳ ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟ: ଶ୍ରମିକଙ୍କ ପାଇଁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା
ମାଳିଗୁଡ଼ା ଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ବୁଥ୍ ଖୋଲାଯାଇଛି। ରାୟଗଡ଼ା ଡିଆରଏମ୍ ଅମିତାଭ ସିଂଘଲ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି।