ସୁନ୍ଦରଗଡ ସହର: ସୁନ୍ଦରଗଡ ସରକାରୀ ବସ ଷ୍ଟାଣ୍ଡ ନିକଟରେ ଆଶ୍ଚର୍ଯ୍ୟ ଜନକ ବାଇକ ଦୁର୍ଘଟଣା, ବାଇକ ଚୁନା, ଦୁଇ ବାଇକ ଆରୋହୀ ଅଳ୍ପକେ ରକ୍ଷ ପାଇଲେ, ଦୁର୍ଘଟଣାର
ଆଜି ଅକ୍ଟୋବର 20 ତାରିଖ ସୋମବାର ରାତି 9:10 ପାଖାପାଖି ଘଟିଛି ଏହି ଘଟଣା। ଏକ ବାଇକ ଆରୋହୀ ବାଇକ ଚାଳନା କରି DRDA ଛକ ଆଡୁ ପାଲ ହୋଟେଲ ଛକ ଅଭିମୁଖେ ଯାଉଥିବା ବେଳେ କିଛି ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକର ଅଧିକ ସ୍ପିଡ୍ ହେଉ ଅବା ଅନ୍ୟ କୌଣସି ତୃଟି ଯୋଗୁଁ ଏହି ବାଇକ ଆରୋହୀ ଦୁଇ ଜଣ ବାଇକରୁ ଛିଟିକି ପଡ଼ିଥିଲେ। ତେବେ ସମ ଦିଗରୁ ଆସୁଥିବା ଆଉ ଏକ ବାଇକ ତାଙ୍କ ଘଟଣା ଦେଖି ଜୋରରେ ବ୍ରେକ ମାରି ବାଇକ ସହ ପାଖାପାଖି 50 ଫୁଟ ଘୋଷାଡି ହୋଇ ଆହାତ ହୋଇଛନ୍ତି। ତେବେ ସ୍ଥାନୀୟ କେତେକ ଯୁବକ ଜଣେ ନିର୍ଦ୍ଦିଷ୍ଟ ସମାଜ ସେବୀଙ୍କ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର