Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଅମ୍ବାଭୋନା: ଆସନ୍ତାକାଲି ଅମ୍ବାଭୋନା ତହସିଲ ଅଫିସ ସମ୍ମୁଖ ରେ ବାରପାହାଡ କୃଷକ ସଂଗଠନ ତରଫରୁ ଚାଷୀ ସମାବେଶ ର ସୁଚନା ଦେଲେ କୃଷକ ସଂଗଠନ ସଭାପତି

ଅମ୍ବାଭୋନା ତହସିଲ ଅଫିସ ସମ୍ମୁଖ ରେ ଆସନ୍ତା କାଲୀ 10 AM ରେ ବାରପାହାଡ କୃଷକ ସଂଗଠନ ର ଚାଷୀମାନଙ୍କ ଦ୍ବାରା ଇଲେକ୍ଟ୍ରିକ ବିଭାଗ ର ସ୍ମାର୍ଟ ମିଟର ରେ ଅଧିକ ବିଲ୍ ଅସୁଲୀ କରି ଚାଷୀମାନଙ୍କୁ ହଇରାଣ କରିବା କୁ ବିରୋଧ କରି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଆଜି 7 PM ରେ ପ୍ରତିକ୍ରିୟା ରଖିଲେ ବାରପାହାଡ କୃଷକ ସଂଗଠନ ର ସଭାପତି ଈଶାନ ଚନ୍ଦ୍ର ଭୋଇ

MORE NEWS