ଆଜି କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈପାରିଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ବାରା ପରିବେଶ ପର୍ଯ୍ୟଟନରେ ଗ୍ରାମପଞ୍ଚାୟତର ଭୁମିକା ବିଷୟକୁ ନେଇ ଏକ ଦିବସୀୟ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ବାରା ଦିନ ୧ଘଣ୍ଟା ସମୟରେ ସୂଚନା।