Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh

ଦେବଗଡ: କଙ୍କଡାଝରଣ ଗ୍ରାମରେ କାର୍ତିକେଶ୍ୱର ପୂଜା, ଯୋଗଦେଲେ ବ୍ଲକ ଅଧ୍ୟକ୍ଷ

ରିଆମାଳ ବ୍ଲକର ବିଭିନ୍ନ ଗ୍ରାମରେ ଧୂମଧାମ ସହିତ କାର୍ତିକେଶ୍ୱର ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ପରା ପଂଚାୟତ ଅନ୍ତର୍ଗତ କଙ୍କଡାଝରଣ ଗ୍ରାମରେ ବେଶ ଧୂମାଧାମରେ ପୂଜା ପାଳିତ ହୋଇଥିଲା । କାର୍ତିକେଶ୍ୱରଙ୍କ ମୂର୍ତୀ ସ୍ଥାପନ କରାଯାଇ ପାରମ୍ପରିକ ପୂଜାର୍ଚ୍ଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ରାତି ପ୍ରାୟ ୮ ଟାରେ ଅତିଥି ଭାବେ ଯୋଗଦେଇଥିଲେ । ଆୟୋଜକ ଅନୁଷ୍ଠାନର ସମସ୍ତ ସଦସ୍ୟ ସକ୍ରିୟ ସହେଯାଗ କରିଥିଲେ ।

MORE NEWS