ଆସିକା: ତ୍ରିବିଧେଶ୍ୱର ମନ୍ଦିର ପାଖ ଋଷୁକୂଲ୍ୟା ନଦୀ କୁ ଡେଇଁଲେ ବୃଦ୍ଧା,ସ୍ଥାନୀୟ ଯୁବକ କଲେ ଉଧାର
Asika, Ganjam | Oct 30, 2025 ଗଞ୍ଜାମ ଜିଲ୍ଲା ଆସିକା ସହର ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ପରିବାରିକ ସମସ୍ୟା ଆଗରେ ଜୀବନକୁ ତୁଛ କଲେ ବୃଦ୍ଧା l ଋଷୁକୂଲ୍ୟା ନଦୀକୁ ଡେଇଁ ଜୀବନ ହରିବାକୁ ପ୍ରୟାସ କଲେ ବୃଦ୍ଧା l ନଦୀରେ ଭାସି ଯାଉଥିବା 80 ବର୍ଷୀୟା ସରୋଜିନୀ ପୃଷ୍ଟି ନାମକ ବୃଦ୍ଧା ଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ l ସୂଚନା ଅନୁସାରେ ପାରିବାରିକ ସମସ୍ୟା କୁ ନେଇ ସରୋଜିନୀ ପୃଷ୍ଟି ନାମକ ବୃଦ୍ଧା ଆସିକା ସହର ତ୍ରିବିଧେଶ୍ୱର ମନ୍ଦିର ପାଖ ଋଷୁକୂଲ୍ୟା ନଦୀ କୁ ଡେଇଁ ପଡ଼ିଥିଲେ l