Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଧର୍ମଗଡ: ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଧର୍ମଗଡ ସ୍ଥିତ ମା ଭଣ୍ଡାରଘରଣୀ ମନ୍ଦିର ଠାରୁ ମଶାଲ ଯାତ୍ରା।

Dharamgarh, Kalahandi | Jan 15, 2026
ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗୁରୁବାର ସନ୍ଧ୍ୟା ସମୟରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡ ଠାରେ ହେବାକୁ ଥିବା ବେଳେ ସକାଳ ୧୦ଟା ରୁ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ସ୍ଥିତ ଭଣ୍ଡାରଘରଣୀ ମନ୍ଦିର ରୁ ପୂଜାର୍ଚନା କରି ସହର ପରିକ୍ରମା କରି ଉତ୍ସବ କମିଟି ର ଅଧ୍ୟକ୍ଷା ପ୍ରେକ୍ଷା ଅଗ୍ରୱାଲ ଙ୍କ ତତ୍ୱାବଧାନ ରେ ଉତ୍ସବ ମଞ୍ଚ ରେ ସ୍ଥାପିତ କରାଯାଇଥିଲା।

MORE NEWS

ଧର୍ମଗଡ: ସମ୍ପ୍ରସାରିତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଧର୍ମଗଡ ସ୍ଥିତ ମା ଭଣ୍ଡାରଘରଣୀ ମନ୍ଦିର ଠାରୁ ମଶାଲ ଯାତ୍ରା। - Dharamgarh News