Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଲୋଇସିଂହା: ବୁରଡା ଗ୍ରାମରେ ଅଜଣା ସର୍ପ ଦଂଶନରେ ଜଣେ ଆହତ ଭୀମ ଭୋଇ ମେଡିକାଲରେ ଭର୍ତ୍ତି

Loisinga, Balangir | Oct 31, 2025
ସର୍ପଦଂଶନ ରେ ଜଣେ ଆହତ, ଭିମ ଭୋଇ ମେଡ଼ିକାଲ୍‌ରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲା ବୁରଡା ଗ୍ରାମରେ ଆଜି ସର୍ପଦଂଶନ ରେ ଜଣେ ଆହତ ହୋଇ ଭିମ ଭୋଇ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବିବେକା ପଟେଲ ବୋଲି ଜଣା ପଡିଛି ବିବେକା ଙ୍କୁ ଘରେ ଥିବା ବେଳେ ଅଜଣା ସର୍ପ ଦଂଶନ ହୋଇ ଥିବା ଜଣା ପଡିଛି ତାଙ୍କୁ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରା ଯାଇ ଥିବା ଆଜି ରାତି ୧୦ଟା ସମୟ ରେ ମେଡିକାଲ୍‌ ସୂତ୍ରରୁ ସୂଚନା ମିଳିଛି ମିଳିଛି।