ନୂଆପଡା: ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତିମ ଯାତ୍ରାରେ ଶ୍ରଦ୍ଧାଞ୍ଜଳି ଦେଲା ପରେ ଖରିଆର ରୋଡ଼ରେ ବିଜେଡି ନେତା ପ୍ରବଣ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତିମ ସଂସ୍କାର ଆଜି ଖରିଆର ରୋଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କର ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଆଜି ଦିନ ଗୋଟାଏ ସମୟରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଅନ୍ତିମ ଯାତ୍ରାରେ ସମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେଲା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।