ପାଟଣାଗଡ଼ ଏନ ଏ ସି ଅନ୍ତର୍ଗତ କୁକୁର ମୁଣ୍ଡା ରେ ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମୋଲାର ଦୃତୀୟ ଦିନ ରେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ଶ୍ରୀ ବିଶି ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହେବ ସେଥିପାଇଁ କୋଶଳ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।