ଆଜି ଡିସେମ୍ବର 24 ତାରିଖ ବୁଧବାର ସଦର ବ୍ଲକ ମଝା ପଡ଼ାରେ ଧାନ ମଣ୍ଡି ପୂର୍ବାହ୍ନ 11:30 ସମୟରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ଜିଲ୍ଲା ପରିଷଦ 'ଖ ' ମଞ୍ଜୁ ଲତା ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଧାନ ମଣ୍ଡି ଉଦ୍ଘାଟନ କରିବା ସହ ଧାନ କିଣାବିକା ଯାଞ୍ଚ କରିଥଲେ। ଏହି ଅବସରରେ ସେ ଚାଷୀ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ବା ସେମାନେ ଯେପରି ମିଲର୍ସଙ୍କ ଚାପର ଶିକାର ନ ହୁଅନ୍ତି ସେ ନେଇ ମଝାପଡ଼ା ଲ୍ୟାମ୍ପସ ଏମ୍ ଡି ଙ୍କୁ ଧ୍ୟାନ ଦେବା ନେଇ କହିଛନ୍ତି।