କେନ୍ଦ୍ରାପଡା: ରାଜକନିକାରେ ମହିଳାଙ୍କ ପାଇଁ ଡିଜିଶକ୍ତି ତାଲିମ କାର୍ଯ୍ୟକ୍ରମ ଆରମ୍ଭ
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ସୁଭଦ୍ରା ଶକ୍ତି କେନ୍ଦ୍ରରେ ମହିଳାଙ୍କ ପାଇଁ ୫ ଦିନିଆ ଡିଜିଶକ୍ତି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚ୍ରେ ୪୨ ଜଣ ସିଆରପି ତାଲିମ ନେଉଛନ୍ତି। ଏହା ମହିଳାଙ୍କୁ ଡିଜିଟାଲ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛି।