ରାୟଗଡା: ରାୟଗଡ଼ା: ଗାଁ ଗାଁରେ ମହିଳାଙ୍କ ସମସ୍ୟା ବୁଝୁଛନ୍ତି ମହିଳା ମୋର୍ଚ୍ଚା ସଭାପତି ରାଜିତା ଖାରଡା
ରାୟଗଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରାଜିତା ଖାରଡା ଗ୍ରାମାଞ୍ଚଳ ଗସ୍ତ କରି ମହିଳାଙ୍କ ସମସ୍ୟା ଶୁଣୁଛନ୍ତି। ସରକାରୀ ସୁବିଧା ପହଞ୍ଚାଇବା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ପାଇଁ ସେ କାର୍ଯ୍ୟ କରୁଛନ୍ତି।