ଜବାହାର ନବୋଦୟ ବିଦ୍ଯାଳୟ ର ୮ଛାତ୍ରୀ ଝାଡାବାନ୍ତି ରେ ଗୁରୁତର ା ସମସ୍ଥ ଛାତ୍ରୀ ଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଇଲେ ସ୍କୁଲ କର୍ତ୍ତୁପକ୍ଷ ା ଫୁଡ୍ ପୟେଜନ ରୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ହୋଇଛି ସଂନ୍ଦେହ ା ତେବେ ଅସୁସ୍ଥ ସମସ୍ଥ ଛାତ୍ରୀ ବିହାର ବାଙ୍କା ଠାରେ ଥିବା ଜବାହାର ନବଦୋୟ ବିଦ୍ଯାଳୟ ର ହୋଇଥିବା ଜଣାପଡିଛି ା ମାଇଗ୍ରେସନ୍ ନିୟମ ଅନୁସାରେ ଛାତ୍ର ଛାତ୍ରୀମାନେ ସେଠାରୁ ୯ ତାରିଖରେ ବାହାରି ହଦଗଡ ଆସୁଥିଲେ ା