Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ଗୋହିରା ଜଳ ଭଣ୍ଡାରରେ ମତ୍ସ୍ୟ ବିଭାଗ ପକ୍ଷରୁ ଛଡାଗଲା ଉନ୍ନତ ମାନର ଅଙ୍ଗୁଳିକା ଯାଆଁଳ, ଯୋଗଦେଲେ ଏଡିଏମ୍‌

ଓଡ଼ିଶାର ଜଳ ଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଯିବି କଲ୍ୟାଣ ଯୋଜନା ମାଧ୍ୟମରେ ଉନ୍ନତ ମାନର ଅଙ୍ଗୁଳିକା ଯାଆଁଳ ଜଳଭଣ୍ଡାରରେ ଛାଡ଼ିବା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସ୍ଥିତ ଗୋହିରା ଜଳ ଭଣ୍ଡାରରେ ଉନ୍ନତ ମାନର ଅଙ୍ଗୁଳିକା ମାଛ ଯାଆଁଳ ଛଡ଼ା ଯାଇଥିଲା। ଏହି ଅବସରରେ ବୀଣାପାଣି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ମାନଙ୍କୁ ମାଛ ଧରା ବିଷୟରେ ସଚେତନ କରାଯାଇଥିଲା। ଆଜି ଦିନ ୪ ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟକ୍ତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

MORE NEWS

ଦେବଗଡ: ଗୋହିରା ଜଳ ଭଣ୍ଡାରରେ ମତ୍ସ୍ୟ ବିଭାଗ ପକ୍ଷରୁ ଛଡାଗଲା ଉନ୍ନତ ମାନର ଅଙ୍ଗୁଳିକା ଯାଆଁଳ, ଯୋଗଦେଲେ ଏଡିଏମ୍‌ - Debagarh News