ଅବ୍ୟବସ୍ଥା ଘେରରେ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ୨୦୨୫ କୋରାପୁଟ ପରବ ପଡ଼ିଆରେ ଆଜି ରାତି ୮ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ କଂଗ୍ରେସ ଅନୁସୂଚିତ ଜାତି ଜିଲ୍ଲା ସଭାପତି ରମେଶ ଖରା। ଅଧିକାରୀ ମାନଙ୍କ ମଧ୍ୟରେ ସିମିତ ହୋଇ ରହିଛି ଜାତୀୟ ସ୍ତରୀୟ ପରବ ମହୋତ୍ସବ ଆସନ୍ତା ଦିନରେ ଏନେଇ ସ୍ବର ଉତ୍ତୋଳନ କରିବା ସହ ଆନ୍ଦୋଳନ ହେବ କହିଛନ୍ତି।