Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

#କୋଟପାଡ଼_ରଥଯାତ୍ରାରେ_ଲକ୍ଷାଧିକ_ଭିଡ଼ ପବିତ୍ର ରଥଯାତ୍ରା ଉପଲକ୍ଷେ ଉତ୍ସବ ମୁଖର କୋଟପାଡ଼ ସହର #kotpad #Rathajatra #Jaijagannath #fbviralvideo #kotpadbreakingnews

Koraput Town, Koraput | Jul 16, 2026

MORE NEWS

🕯️ କୋରାପୁଟରେ ଜିଲ୍ଲାସ୍ତରୀୟ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ 🕯️

କୋରାପୁଟ ଜିଲ୍ଲାରେ ଜିଲ୍ଲାସ୍ତରୀୟ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ଶାନ୍ତି, ଏକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଜର ସମର୍ଥନ ପ୍ରକାଶ କରିଥିଲେ। ଶୃଙ୍ଖଳା ଓ ସଂଯମର ସହିତ ସମ୍ପନ୍ନ ଏହି ପଦଯାତ୍ରା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି।

🤝 ଶାନ୍ତି, ସଦ୍ଭାବ ଓ ଏକତା ହିଁ ସମାଜର ସବୁଠାରୁ ବଡ଼ ଶକ୍ତି।

#Koraput #CandleMarch #Satyagraha #Peace #Odisha #Unity #ଶାନ୍ତି #କୋରାପୁଟ

🕯️ କୋରାପୁଟରେ ଜିଲ୍ଲାସ୍ତରୀୟ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ 🕯️ କୋରାପୁଟ ଜିଲ୍ଲାରେ ଜିଲ୍ଲାସ୍ତରୀୟ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ଶାନ୍ତି, ଏକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଜର ସମର୍ଥନ ପ୍ରକାଶ କରିଥିଲେ। ଶୃଙ୍ଖଳା ଓ ସଂଯମର ସହିତ ସମ୍ପନ୍ନ ଏହି ପଦଯାତ୍ରା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି। 🤝 ଶାନ୍ତି, ସଦ୍ଭାବ ଓ ଏକତା ହିଁ ସମାଜର ସବୁଠାରୁ ବଡ଼ ଶକ୍ତି। #Koraput #CandleMarch #Satyagraha #Peace #Odisha #Unity #ଶାନ୍ତି #କୋରାପୁଟ

Koraput Town, Koraput | Jul 25, 2026

#କୋରାପୁଟ_ରେ_ଜ଼ିଲ୍ଲା_ସ୍ତରୀୟ_ଜ଼ିଲ୍ଲା_ସ୍ତରୀୟ ଶାନ୍ତିପୂର୍ଣ୍ଣ ଭାବେ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ।

#କୋରାପୁଟ_ରେ_ଜ଼ିଲ୍ଲା_ସ୍ତରୀୟ_ଜ଼ିଲ୍ଲା_ସ୍ତରୀୟ ଶାନ୍ତିପୂର୍ଣ୍ଣ ଭାବେ କ୍ୟାଣ୍ଡେଲ ପଦଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ।

Koraput Town, Koraput | Jul 25, 2026

ଜୟପୁର-ବାହୁଡା ଯାତ୍ରା ରେ ରଥଟଣା ବେଳେ ବିଦ୍ୟୁତ ଖୁଣ୍ଟ ରେ ଲାଗିଲା ରଥ।ଘଣ୍ଟା ଘଣ୍ଟା ର କସରତ ପରେ ବି  ରଥ ଟଣା ହୋଇପାରିଲା ନି।ଆସନ୍ତା କାଲି ପୁଣି ହେବ ରଥ ଟଣା।

ଜୟପୁର-ବାହୁଡା ଯାତ୍ରା ରେ ରଥଟଣା ବେଳେ ବିଦ୍ୟୁତ ଖୁଣ୍ଟ ରେ ଲାଗିଲା ରଥ।ଘଣ୍ଟା ଘଣ୍ଟା ର କସରତ ପରେ ବି ରଥ ଟଣା ହୋଇପାରିଲା ନି।ଆସନ୍ତା କାଲି ପୁଣି ହେବ ରଥ ଟଣା।

Koraput Town, Koraput | Jul 25, 2026

କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଠାକୁରଙ୍କ ସୁନାବେଶ ଦେଖିବାକୁ ପ୍ରବଳ ଭିଡ଼ 

କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଢଳ ଛୁଟିଛି। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ତିନି ଠାକୁରଙ୍କ ଦିବ୍ୟ ରୂପ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହରେ ସମଗ୍ର ବଡ଼ଦାଣ୍ଡ ମୁଖରିତ ହୋଇଉଠିଛି।

ଜୟ ଜଗନ୍ନାଥ! 🙏

#କୋରାପୁଟ #ଶାବରଶ୍ରୀକ୍ଷେତ୍ର #ସୁନାବେଶ #ରଥଯାତ୍ରା #ଜୟଜଗନ୍ନାଥ #Jagannath #Koraput #Sunabesha #RathaYatra #OpenLensNews

କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଠାକୁରଙ୍କ ସୁନାବେଶ ଦେଖିବାକୁ ପ୍ରବଳ ଭିଡ଼ କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଢଳ ଛୁଟିଛି। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ତିନି ଠାକୁରଙ୍କ ଦିବ୍ୟ ରୂପ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହରେ ସମଗ୍ର ବଡ଼ଦାଣ୍ଡ ମୁଖରିତ ହୋଇଉଠିଛି। ଜୟ ଜଗନ୍ନାଥ! 🙏 #କୋରାପୁଟ #ଶାବରଶ୍ରୀକ୍ଷେତ୍ର #ସୁନାବେଶ #ରଥଯାତ୍ରା #ଜୟଜଗନ୍ନାଥ #Jagannath #Koraput #Sunabesha #RathaYatra #OpenLensNews

Koraput Town, Koraput | Jul 25, 2026

କୋରାପୁଟ ବଡ଼ଦାଣ୍ଡରେ ସୁନାବେଶରେ ଦିବ୍ୟ ଦର୍ଶନ 

ଆଜି କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅବସରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ତିନି ଠାକୁରଙ୍କ ଦିବ୍ୟ ରୂପ ଦର୍ଶନ କରିବା ପାଇଁ ସନ୍ଧ୍ୟାରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭିଡ଼ ଜମାଇଥିଲେ।
ଏହି ଭିଡିଓରେ ଦେଖନ୍ତୁ ସୁନାବେଶର ମନୋରମ ଦୃଶ୍ୟ ଓ ଭକ୍ତିମୟ ପରିବେଶ।
ଜୟ ଜଗନ୍ନାଥ 🙏
#କୋରାପୁଟ #ସୁନାବେଶ #ଶାବରଶ୍ରୀକ୍ଷେତ୍ର #ଜୟଜଗନ୍ନାଥ #ରଥଯାତ୍ରା #Koraput #Sunabesha #Jagannath #OpenLensNews

କୋରାପୁଟ ବଡ଼ଦାଣ୍ଡରେ ସୁନାବେଶରେ ଦିବ୍ୟ ଦର୍ଶନ ଆଜି କୋରାପୁଟ ବଡ଼ଦାଣ୍ଡରେ ରଥାରୁଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅବସରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ତିନି ଠାକୁରଙ୍କ ଦିବ୍ୟ ରୂପ ଦର୍ଶନ କରିବା ପାଇଁ ସନ୍ଧ୍ୟାରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭିଡ଼ ଜମାଇଥିଲେ। ଏହି ଭିଡିଓରେ ଦେଖନ୍ତୁ ସୁନାବେଶର ମନୋରମ ଦୃଶ୍ୟ ଓ ଭକ୍ତିମୟ ପରିବେଶ। ଜୟ ଜଗନ୍ନାଥ 🙏 #କୋରାପୁଟ #ସୁନାବେଶ #ଶାବରଶ୍ରୀକ୍ଷେତ୍ର #ଜୟଜଗନ୍ନାଥ #ରଥଯାତ୍ରା #Koraput #Sunabesha #Jagannath #OpenLensNews

Koraput Town, Koraput | Jul 25, 2026