ରାୟଗଡା: ରାୟଗଡ଼ା: ମା ମଝିଘରିଆଣୀ ସେବାସଂଘର ବରିଷ୍ଠ ସଦସ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ରାୟଗଡ଼ାର ମା ମଝିଘରିଆଣୀ ସେବାସଂଘ ପକ୍ଷରୁ ଜଣେ ବରିଷ୍ଠ ସେବା ପ୍ରଦାନକାରୀ ସଦସ୍ୟଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।