ବରଗଡ ସଦର: ବରଗଡ଼ ପୁରୁଣା ଜିଲା ହସ୍ପିଟାଲରୁ ଉଠିବ କି ଚକ୍ଷୁ ବିଭାଗ ଓ ବ୍ଲଡ଼ ବ୍ୟାଙ୍କ?
ବରଗଡ଼ ପୁରୁଣା ଜିଲା ହସ୍ପିଟାଲରୁ ଚକ୍ଷୁ ବିଭାଗ ଓ ବ୍ଲଡ଼ ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବାରୁ ଏହାକୁ ବିରୋଧ କରିଛି ବରଗଡ଼ ସଚେତନ ନାଗରିକ ମଞ୍ଚ। ଏ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି।