ପରଜଙ୍ଗ: ୩ କୁଖ୍ୟାତ ଚୋରକୁ ବାନ୍ଧି ପୋଲିସର ଜିମା ଦେଲେ ଲୋକେ ଓରିଙ୍ଗାବାଲିସାହିରେ ଚୋର ଦେଲେ ପ୍ରତିକ୍ରିୟା
୩ କୁଖ୍ୟାତ ଚୋରକୁ ବାନ୍ଧି ପୋଲିସର ଜିମା ଦେଲେ ଓରିଙ୍ଗାବାଲିସାହିରେ ଚୋର ଦେଲେ ପ୍ରତିକ୍ରିୟା କାମାକ୍ଷାନଗର ଥାନା ଓରିଙ୍ଗା ବାଲିସାହି ଗାଁରେ ୩ ଜଣ ଚୋରଙ୍କୁ ଚୋରି କଲା ବେଳେ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ। ଅଭିଯୁକ୍ତ ଚୋର ମାନେ ତୁମୁସିଙ୍ଗା ଥାନା ଅଂଚଳର ହୋଇଥିବା ସୂଚନା। ଗତ କାଲି ମଧ୍ୟରାତ୍ରୀରେ ୬ ଜଣ ଚୋର ମଠକରଗୋଳା ଏବଂ ଓରିଙ୍ଗାବାଲିସାହି ଅଂଚଳରୁ ବିଦ୍ୟୁତ ତାର ଚୋରି କରୁଥିଲେ। ଏ ନେଇ ଗ୍ରାମବାସୀ ମାନେ ଜାଣିବାକୁ ପାଇ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ। ବୁଧବାର ସକାଳେ ୮ଟାରେ ପ୍ରତିକ୍ରିୟା ରଖିଲେ ଚୋର