ସୋରଡା: ସୋରଡ଼ାରେ ମାଆ କନ୍ଧୁଣି ଦେବୀଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ମହୋତ୍ସବ ଅନୁଷ୍ଠିତ
Surada, Ganjam | Sep 30, 2026 ସୋରଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ କନ୍ଧୁଣି ଦେବୀଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ମଞ୍ଚର ଶୁଭ ଉଦ୍ଘାଟନ କରାଯାଇଥିବା ବେଳେ ଭକ୍ତଙ୍କ ସମାଗମରେ ସହର ଭକ୍ତିମୟ ହୋଇଉଠିଛି।