ମଣ୍ଡେଇ ପଡିଆ ରେ ପଲ୍ଲିଶ୍ରୀ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ଜିଲ୍ଲାପାଳ ସୋମବାର ଏବଂ ମଙ୍ଗଳବର ଦୁଇଦିନ ଧରି ଜାରି ରହିବ ପଲ୍ଲିଶ୍ରୀ ମେଳା ଏହି ଅବସର ରେ ସନ୍ଧ୍ୟାରେ ଅନୁଷ୍ଠିତ ହେଇଥିଲା ଏକ କାର୍ଯ୍ୟକ୍ରମ ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମାନ ତପନ ଖୁଣ୍ଟିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରବାନ ପ୍ରମୁଖ ଉପସ୍ଥିତ ରହି ମଣ୍ଡେଇ ଉପଲକ୍ଷେ ଆୟୋଜିତ ହେଇଥିବା ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ