ପାଟଣାଗଡ: କପସିପାଳି ରେ ବାରହା ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଗୁରୁତର
ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଳି ଗ୍ରାମର ଥବିର ପୁଞ୍ଜି ଙ୍କ ପୁଅ ଡୋଲାମଣି ଗତ କାଳି ରାତିରେ ସାଙ୍ଗ ମାନଙ୍କ ସହ ଗ୍ରାମ ନିକଟରେ ଥିବା ବିଲ କୁ ଶୈଚ ପାଇଁ ଯାଇ ଥିଲା ।ବିଲ ରେ ବାରହା ମାରିବା ପାଇଁ ବିଛା ଯାଇ ଥିବା ବିଦ୍ୟୁତ ତାର ସ୍ପର୍ଶ ଆସି ଗୁରୁତର ହୋଇ ପଡିଥିଲା ତାକୁ ଉଦ୍ଧାର କରି ସୋମବାର ସକାଳୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।