ବାଇସିଙ୍ଗା ଠାରୁ ସସାପସି "ପୂର୍ତ୍ତ ବିଭାଗ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ତରାଜଙ୍ଗ ଠାରେ ଗୁରୁବାର ୧୧ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ।ଢେଙ୍କାନାଳ ଜିଲା ବାଇସିଙ୍ଗା ଠାରୁ ସସାପସି "ପୂର୍ତ୍ତ ବିଭାଗ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ତରାଜଙ୍ଗ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା,ପୂର୍ତ୍ତ ବିଭାଗ ଅଧକ୍ଷଣ ଯନ୍ତ୍ରୀ ଜୟନ୍ତପ୍ରସାଦ ନାୟକ,ଯନ୍ତ୍ରୀ ବିଜୟ ସେଠୀ, ବିଜେପି ଜିଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।