ଶନିବାର ଦିନ ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଠାରେ ମନରେଗା ଯୋଜନାରେ ନିମ୍ନ ପ୍ରଦର୍ଶନ କରିଥିବା ପଞ୍ଚାୟତ ଗୁଡିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନରେଗା ଯୋଜନାରେ ଶ୍ରମିକଙ୍କ ଶୁନ୍ୟ ଉପସ୍ଥାନ ଥିବା ପଞ୍ଚାୟତ ଗୁଡିକର କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ ଓ ଗ୍ରାମ ରୋଜଗାର ସେବକ ମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ |