ଓଡ଼ିଶା ସରକାର ଙ୍କ ଆଇନ ବିଭାଗ ଦ୍ଵାରା ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ର ବିଭିନ୍ନ ଅଦାଲତ ରେ ନିଯୁକ୍ତି ମିଳିଥିବା ସରକାରୀ ଓକିଲ ମାନଙ୍କୁ ବୁଧବାର ମଧ୍ୟାହ୍ନରେସ୍ଥାନୀୟ ଶ୍ରୀ ହରିଭାବନ୍ ରେ ସାମ୍ବାଦିକ ସଂଘ ତରଫରୁ ମାନପତ୍ର ଓ ସମ୍ଭାର୍ଦ୍ଧନା ଦିଆଯାଇଛି । ଏହି ସମ୍ଭର୍ଧନା ସଭାରେ ସଂଘର ଉପସଭାପତି ମୋହନ ସୋନିଙ୍କ ଅଧ୍ୟକ୍ଷତାକରିଥିଲେ