ବେତନଟୀ ଉପକଣ୍ଠ ବାହାନଡ଼ା ଗ୍ରାମରେ ଶ୍ୱଶୁରଘରେ ରହୁଥିବା ଜନୈକ ଯୁବକଙ୍କ ମୃତ୍ୟୁରେ ଗୁରୁବାର ମୃତ୍ୟୁପରେ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ ପୂର୍ବକ ବ୍ୟବଚ୍ଛେଦ ପରେ ଗୁରୁବାର ଅପରାହ୍ନ ଦୁଇଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l ମୃତକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ବଜାର ଅଞ୍ଚଳର ବାମଦେବ ପଟ୍ଟନାୟକଙ୍କ ୪୬ବର୍ଷୀୟ ପୁଅ ଜିତେନ୍ଦ୍ର ପଟ୍ଟନାୟକ l