Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନର୍ଲା: ଶାନ୍ତ ପୁର ଗ୍ରାମ ଠାରେ ଏକ ଟ୍ରକ୍ ଜଣେ ବ୍ୟକ୍ତି ଙ୍କୁ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣା ଆଜି ପୋଲିସ ଦ୍ଵାରା ଟ୍ରକ୍ ଥାନାରେ ଅଟକ

Narala, Kalahandi | Jul 5, 2025
ଗତ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ଶାନ୍ତ ପୁର ଗ୍ରାମ ଠାରେ ଏକ ଟ୍ରକ୍ ଗାଡି ନମ୍ୱର -CG 22Y1284 ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଏହି ଦୁର୍ଘଟଣା ରେ ବ୍ୟକ୍ତି ଗୁରୁତର ଆହତ ସୋଇଥିଲେ ଓ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଟ୍ରକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଥିବା ସୂଚନା ମିଳିଛି