କାମାକ୍ଷାନଗର: ଫାଟୁଆ ରୋଗ ପାଇଁ ଆଳତୁମା ଗାଁରେ ସୋମବାର ୧୨ଟାରେ ପଶୁ ବିଭାଗ ତରଫରୁ ଗାଈ ଗୋରୁଙ୍କୁ ଟିକାକରଣ ଭାକ୍ସିନ ଦିଆଯିବା ସହିତ ସଚେତନତା କରାଯାଇଛି
ଫାଟୁଆ ରୋଗ ପାଇଁ ଆଳତୁମା ଗାଁରେ ସୋମବାର ୧୨ଟାରେ ପଶୁ ବିଭାଗ ତରଫରୁ ଗାଈ ଗୋରୁଙ୍କୁ ଟିକାକରଣ ଭାକ୍ସିନ ଦିଆଯିବା ସହିତ ସଚେତନତା କରାଯାଇଛି ।ଗତ କିଛି ଦିନ ହେଲାଣି ଆଳତୁମା ଗାଁରେ ଗାଈ ଗୋରୁଙ୍କୁ ଫାଟୁଆ ରୋଗ ହୋଇଛି ଏହା ଉପରେ ଅଭିଯୋଗ ପରେ ପଶୁ ବିଭାଗ ତରଫରୁ ଟୀକା କରଣ କରାଯାଇଛି ସୋମବାର ଆଳତୁମା ଗାଁରେ ।ଉପସ୍ଥିତ ରହିଲେ ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ।