ପରଜଙ୍ଗ: ପରଜଙ୍ଗ ଗେଙ୍ଗୁଟିଆ ପଂଚାୟତ କୁଲେଇ ଠାରେ ସୋମବାର ୧ଟାରେ ବାବା ତାଳେଶ୍ୱର ମନ୍ଦିର ଦର୍ଶନ ସାଙ୍ଗକୁ ଵୃକ୍ଷ ରୋପଣ କଲେ ବିଧାୟକ ବିଭୁତି ପ୍ରଧାନ
ପରଜଙ୍ଗ ଗେଙ୍ଗୁଟିଆ ପଂଚାୟତ କୁଲେଇ ଠାରେ ସୋମବାର ୧ଟାରେ ବାବା ତାଳେଶ୍ୱର ମନ୍ଦିର ଦର୍ଶନ ସାଙ୍ଗକୁ ଵୃକ୍ଷ ରୋପଣ କଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ସୋମବାର ପରଜଙ୍ଗ ଗେଙ୍ଗୁଟିଆ ପଂଚାୟତ କୁଲେଇ ଠାରେ ବାବା ତାଳେଶ୍ୱର ମନ୍ଦିର ଦର୍ଶନ ସାଙ୍ଗକୁ ଵୃକ୍ଷ ରୋପଣ କରିଥିଲେ ।ଏଠାରେ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।