କୋରାପୁଟ ଏଚଡିଏଫସି ବ୍ୟାଙ୍କ ସମ୍ମୁଖରେ ଏକ ଟ୍ରକ୍ ବ୍ରେକ ଫେଲ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୭ ରୁ ଉର୍ଦ୍ଧ୍ବ ବାଇକ୍ ସହ ଦୁଇଟି ଚାରି ଚକିଆ ସମ୍ପୁର୍ଣ୍ଣ ନଷ୍ଟ ହୋଈ ଯାଇଥିଲା। ଘଟଣା ଘଟିବାର ଏକ ମାସ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରୁ ହଟିନାହିଁ ଫଳରେ ପୁଣିଥରେ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଆଜି ରାତି ୮ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି