ଅମ୍ବାଭୋନା: ପଥରସେନି ମହାନଦୀ ରେ ଗତଜାଲି ସନ୍ଧ୍ୟା 8 PM ରୁ ମାଛ ମାରିବାକୁ ଯାଇ ନିଖୋଜ: ଆଜି ଅମ୍ବାଭୋନା ଅଗ୍ନିଶମ ବିଭାଗ ଦ୍ୱାରା ଖୋଜା ଖୋଜି ଜାରି
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପାଠରସେନି ବିକଟସ୍ଥ ମହାନଦୀରେ ଡ଼ଙ୍ଗା ରେ ମାଚ୍ଛ ମାରିବାକୁ ଗତକାଲି 8 PM ରେ ଯାଇ ଯାମପାଲି ଗ୍ରାମର ମନୋଜ ନାଏକ ( 27 ) ନିଖୋଜ ହୋଇଛନ୍ତି l ଆଜି ସକାକୁ ଅମ୍ବାଭୋନା ଅଗ୍ନିଶମ ବିଭାଗ ସକାକୁ ଅପରାହ୍ନ 2 PM ର ଅପଡେଟ ଅନୁସାରେ ସନ୍ଧାନ ମିଳିନାହିଁ, ବର୍ତମାନ ମଧ୍ୟ ଖୋଜା ଖୋଜି ଜାରିରହିଛି