ଖରିଆର: ଖଡ଼ିଆଳରେ ଅନୁଷ୍ଠିତ ହେଉଛି ମାଁ ରକ୍ତାମ୍ବରୀ ଓ ସମଲେଶ୍ୱରୀଙ୍କ ବିରଳ ଯୁଡ଼ା ଛତର ଯାତ୍ରା
ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଆଜି ବିଜୟା ଦଶମୀ ଅବସରରେ ମାଁ ରକ୍ତାମ୍ବରୀ ଓ ମାଁ ସମଲେଶ୍ୱରୀଙ୍କ ଯୁଡ଼ା ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଦୁଇ ଦେବୀ ଗୋଟିଏ ପଥରେ ନଗର ପରିକ୍ରମା କରୁଥିବା ବେଳେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି।