ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନଡ଼ିଆ ପଡ଼ା ଗ୍ରାମର ମହିଳା ଗୋଷ୍ଠୀ ସଦସ୍ୟା ମାନେ ଗ୍ରାମ ରେ ଏକ ବୈଠକ କରି ମଦ ବିକ୍ରୀ ବନ୍ଦ କରିବାକୁ ଦାବି କରିଛନ୍ତିି। ଏହି ବିଷୟରେ ମହିଳା ଗୋଷ୍ଠୀ ସଦସ୍ୟା ମାନେ ବଡ଼ଗାଁ ପୋଲିସ ଓ ଅବକାରୀ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତିି।