ଅମ୍ବାଭୋନା: ଅମ୍ବାଭୋନା ଏମୁନିଟି ସେଣ୍ଟର ପାଖାପାଖି ଅଂଚଲରୁ ଅତର୍କିତ ଚଢାଉ କରାଯାଇ ବିପୁଳ ଗଞ୍ଜେଇ ଜବତ କରି 2 ଜଣକୁ ଗିରଫ କଲା ଅମ୍ବାଭୋନା ପୋଲିସ
ବରଗଡ SP ଙ୍କ ନିର୍ଦ୍ଦେଶ କ୍ରମେ ଅମ୍ବାଭୋନା ପୋଲିସ ତରଫରୁ ଅତର୍କିତ ତଲାସୀ କରାଯାଇ ଆଜି ପାଖାପାଖି 11 AM ରେ ଅମ୍ବାଭୋନା ଏମୁନିଟି ସେଣ୍ଟର ନିକଟସ୍ଥ ରାସ୍ତାରୁ ସନ୍ଦେହ ରେ ତଲାସି କରାଯାଇ 2 ଜଣଙ୍କ ଠାରୁ 10 kG 290 ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ଓ ଅନ୍ଯାନ୍ଯ ସାମଗ୍ରୀ ମଧ୍ଯ ଜବତ ହେବା ସହ ଅମ୍ବାଭୋନା ଥାନାରେ ଏକ କେସ ରୁଜୁ କରାଯାଇ NDPC ଆକ୍ଟ ରେ ଅଭିଯୁକ୍ତ ମାନଙ୍କୁ ଅପରାହ୍ନ 3 PM ରେ କୋର୍ଟଚାଲାଣ କରାଯାଇଥିବା ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ଙ୍କ ସୂତ୍ରରୁ ପ୍ରକାଶ