ଭଦ୍ରକ ଗ୍ରାମାଞ୍ଚଳ: ଶହୀଦ୍ ଭଗତ ସିଂଙ୍କ ୧୧୮ତମ ଜୟନ୍ତୀ କୁ ସଫଳ କରିବା ପାଇଁ ସଦର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ସଦର ବିଧାୟକଙ୍କ ଯୋଗଦାନ
ମହାନ କ୍ରାନ୍ତିକାରୀ ଶହୀଦ୍ ଭଗତ ସିଂଙ୍କ ୧୧୮ ତମ ଜନ୍ମ ଜୟନ୍ତୀ (ସେପ୍ଟେମ୍ବର ୨୮) କୁ ସଫଳ କରିବା ପାଇଁ ଶହୀଦ୍ ଭଗତ୍ ସେନା ପରିବାର ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ସାମିଲ ହେଲେ ସଦର ବିଧାୟକ।ତାଙ୍କର ବଳିଦାନ ଓ ବିଚାର ପାଇଁ ପଥ ପ୍ରଦର୍ଶକ କହିଛନ୍ତି ବିଧାୟକ।