ସବଡେଗା ଆଞ୍ଚଲିକ ଜୁନିୟର ମହାବିଦ୍ୟାଳୟ ର ଅଧ୍ୟକ୍ଷ ତପୋଧନ ନାଏକ ଙ୍କୁ ଆଜି ତାଙ୍କ ଚାକିରି ର ଅନ୍ତିମ ଦିବସରେ କଲେଜ କର୍ତୃପକ୍ଷ ଙ୍କ ତରଫରୁ ଅବସର କାଲିନ ବିଦାୟ ସର୍ମଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ବରିଷ୍ଠ ଅଧ୍ୟାପିକା ମଞୁଦୋର୍ଜୀ ଅଧ୍ୟକ୍ଷ ପଦ ରେ ଅଲକୃତ ହୋଇ ସଭାପତି କାର୍ଯ୍ୟ ତୁଲାଇଥିଲେ । ଓଡିଆ ଅଧ୍ୟାପିକା ରାଜଲକ୍ଷ୍ମୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ କଲେଜର ସଂସ୍ଥାପକ ରଞ୍ଜିତ ଭିତ୍ରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।