ରାୟଗଡା: ରାୟଗଡ଼ା କୋଲନରାରେ ୫୦୦ ଏକର ଜମିରେ ଫୁଲ ଚାଷ, ସ୍ବାବଲମ୍ବୀ ହେଲେ ଏସଏଚଜି ମହିଳା
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ ଏସଏଚଜି ମହିଳାମାନେ ପାଞ୍ଚ ଶହ ଏକର ଜମିରେ କୁସୁମ ଫୁଲ ଚାଷ କରି ସଫଳ ହୋଇଛନ୍ତି। ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି ଚାଷର ଫୁଲ ବ୍ରହ୍ମପୁର ମାର୍କେଟରେ ବିକ୍ରି ହେଉଛି। ଏହି ପଦକ୍ଷେପ ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିଛି।