Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews

ଜି ଉଦୟଗିରି: ଜି ଉଦୟଗିରି ପୂର୍ତ୍ତ ବଙ୍ଗଳା ଠାରେ ପ୍ରେସ କ୍ଲବର ଏକ ବୈଠକ ଅନୁଷ୍ଠିତ

ଜି ଉଦୟଗିରି ପ୍ରେସ କ୍ଲବର ଏକ ବୈଠକ ପୂର୍ତ୍ତ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଛି।ପ୍ରେସ କ୍ଲବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରେ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଯୋଗ ଦେଇଥିଲେ।ଜି ଉଦୟଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟା ଗୁଡ଼ିକ କିପରି ପ୍ରଶାସନ କୁ ଅବଗତ କରିବା ସହ ମାନ୍ୟବର ବିଧାୟକ ଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା।

MORE NEWS