Public App Logo
Jansamasya
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab
Pratapgarh
Live
Westbengal
Ballia
Mirzapur
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Faridabad

ବଡସାହି: ସ୍କୁଲୟୁନିଫର୍ମ ଟଙ୍କା ଖର୍ଚ୍ଚ ନକରିପରିବାରୁ ୭ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମାବନ୍ଦ କଲେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ

Barsahi, Mayurbhanj | Nov 30, 2025
ସ୍କୁଲ ଛାତ୍ର ଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବାକୁ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପାଣ୍ଠି ଅନୁଦାନର ସଠିକ ସମୟରେ ବିନିଯୋଗ ନକରିପାରିବାରୁ ୭ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କର ନଭେମ୍ବର ମାସର ଦରମା ବନ୍ଦ କରାଯାଇଥିବା ନେଇ ରବିବାର ଅପରାହ୍ନ ପାଞ୍ଚଟାରେ ସୂଚନା ଦେଲେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ l

MORE NEWS