Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବିଜେପି ସରକାରର ବିଫଳତାକୁ ନେଇ ଜୟନ୍ତୀପୁର ଠାରେ ପ୍ରଶାସନ ଓ ବିଧାୟକଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ

Chikiti, Ganjam | Nov 4, 2025
ଚିକିଟି ନିର୍ବାଚନ ମଣ୍ଡଳୀରେ ଫେଲ୍ ମାରିଛି ପ୍ରଶାସନିକ ବ୍ଯବସ୍ଥା। ସାର ଅଭାବୀ ବିକ୍ରି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ଯକୁ ନେଇ ବିଜେପି ସରକାର ଓ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ। ମଂଗଳବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

MORE NEWS

No related stories for this location.

ବିଜେପି ସରକାରର ବିଫଳତାକୁ ନେଇ ଜୟନ୍ତୀପୁର ଠାରେ ପ୍ରଶାସନ ଓ ବିଧାୟକଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ - Chikiti News