Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ସୁନ୍ଦରଗଡ ସହର: ସଦର ଥାନାରେ କାର୍ଯ୍ୟରତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଗିରଫ

ଆଜି ନଭେମ୍ୱର 12 ତାରିଖ ବୁଧବାର ସନ୍ଧ୍ୟା 7 ଟାରେ ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ସଦର ପୋଲିସ। ସଦର ଥାନା କେଶ ନମ୍ବର -332 ରେ ଏମାନେ ବିଭିନ୍ନ ସଙ୍ଗୀନ ଦଫାରେ କୋର୍ଟ ଚାଲାଣ ହୋଇଛନ୍ତି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳିକା ଥିବାରୁ ତାଙ୍କୁ ବ୍ରହ୍ମପୁର ବାଳିକା ସୁଧାର ଗୃହକୁ ପଠା ଯାଇଛି। ଅନ୍ୟ ଦୁଇ ଜଣଙ୍କୁ ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରଯାଇଛି। ସୁନ୍ଦରଗଡ଼ କୋର୍ଟକୁ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ - ସତ୍ୟବତୀ ତାଣ୍ଡିଆ -54 ବର୍ଷ ଓ ଜିମି ତାଣ୍ଡିଆ -28 ବର୍ଷ। ତେବେ ଏହି ଘଟଣାରେ ଜଡ଼ିତ ଥିବା ଆହୁରି 6 ଜଣ ଏବେବି ଅଞ୍ଚଳରୁ ଫେରାର ଅଛନ୍ତି।

MORE NEWS