ରେମୁଣା: ରେମୁଣା ମନ୍ଦିର ଛକରେ ପାରମ୍ପରିକ ପାଇକ ଆଖଡା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ରେମୁଣା ମନ୍ଦିର ଛକ ଠାରେ ଦୁର୍ଗାପୂଜା ଅବସରରେ ପାରମ୍ପରିକ ପାଇକ ଆଖଡା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ କୁନି କୁନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।