କାମାକ୍ଷାନଗର: ବାଇସିଙ୍ଗା ଗାଁରେ ବୁଧବାର ୧୦ଟା ୩୦ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତୃଘନ ଜେନା
ବାଇସିଙ୍ଗା ଗାଁରେ ବୁଧବାର ୧୦ଟା ୩୦ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତୃଘନ ଜେନା ।ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ବ୍ଲକ ବାଇସିଙ୍ଗା ଗାଁରେ ବୁଧବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଧାୟକ ଶତ୍ରୁଘନ ଜେନା ଉପସ୍ଥିତ ରହି ଵୃକ୍ଷ ରୋପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ବିଡ଼ିଓ ପ୍ରଭୁକଲ୍ୟାଣ ଦାସ,ଯୁବନେତା ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।