ଘସିପୁରା: ରାମଚନ୍ଦ୍ରପୁର ଥାନାରେ ପୂର୍ବରୁ ଜବତ୍ ହୋଇଥିବା ଗାଡି ଗୁଡିକ ଫେରସ୍ତ ଉତ୍ସବ
ରାମଚନ୍ଦ୍ରପୁର ଥାନାରେ ପୂର୍ବରୁ ଜବତ୍ ହୋଇଥିବା ଗାଡି ଗୁଡିକ ମଧ୍ୟରୁ ଆଜି ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ୪ଟି ବାଇକ୍ ପ୍ରମାଣପତ୍ର ରଖି ହସ୍ତାନ୍ତର କରାଯାଇଛି।ଏଥିରେ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।